ଲକ୍ଷ୍ନୌ : ଜାତୀୟ ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ସେ କହିଛନ୍ତି ଯେ, ହିନ୍ଦୀ କେବଳ ଏକ ଭାଷା ନୁହେଁ, ଏହା ଆମ ଜୀବନର ମୂଲ୍ୟ, ସଂସ୍କାର ତଥା ଜାତୀୟ ଏକତାକୁ ବାନ୍ଧି ରଖିଥିବା ସଂସ୍କୃତି ଅଟେ ।
ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଏବଂ ହିନ୍ଦୀ ପ୍ରେମୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆସନ୍ତୁ ହିନ୍ଦୀର ବିକାଶ ଏବଂ ଏହାକୁ ବିଶ୍ୱ ଗ୍ରାମ୍ୟ ଭାଷା କରିବାକୁ ସଂକଳ୍ପ ନେବା ।