ପଦମପୁର/ଭୁବନେଶ୍ୱର,୨୮ ନଭେମ୍ବର – ଆଜିଠାରୁ ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ପାଇଁ ୩ ଦିନିଆ କାର୍ଯ୍ୟକ୍ରମରେ ଆସୁଛନ୍ତି...
Up To Date News
ପୁରୀରେ କୁଲତା ସମାଜର ଧର୍ମଶାଳା ପାଇଁ ରାଜ୍ୟ ସରକାର ଜମି ଓ ଆର୍ôଥକ ସହାୟତା ଯୋଗାଇଦେବେ ୧ ବର୍ଷ ଭିତରେ ଶେଷ ହେବ...
ଉଧମପୁର, ୨୮ ନଭେମ୍ବର – ଗୁଲ ସଂଗଲଦାନରୁ ଉଧମପୁର ଆଡ଼କୁ ଆସୁଥିବା ଏକ କାର୍ର ପ୍ରେମ ମନ୍ଦିର ପାଖରେ ଅନିୟନ୍ତ୍ରିତ ହୋଇ ଗଭୀର...
ଆରମ୍ଭ ହେଲା କନ୍ଧମାଳ ଶୀତ,ପାରଦ ଖସୁଛି ତଳକୁ ତଳକୁ: ଆଜି ଘୁ.ଉଦୟଗିରିରେ ୮, ଫୁଲବାଣୀ ୮.୫, ଦାରିଙ୍ଗବାଡି ୯.୫ ଡିଗ୍ରୀ

ଆରମ୍ଭ ହେଲା କନ୍ଧମାଳ ଶୀତ,ପାରଦ ଖସୁଛି ତଳକୁ ତଳକୁ: ଆଜି ଘୁ.ଉଦୟଗିରିରେ ୮, ଫୁଲବାଣୀ ୮.୫, ଦାରିଙ୍ଗବାଡି ୯.୫ ଡିଗ୍ରୀ
କନ୍ଧମାଳ : ଶୀତଋତୁର ଆଗମନ ପରେ ମଧ୍ୟ ଲଘୁଚାପର ପ୍ରଭାବରେ,କନ୍ଧମାଳ ଜିଲ୍ଲାରେ କିଛି ଦିନ ଲୁଚକାଳି ଖେଳୁଥିଲା । ବର୍ତମାନ ଦୁଇ ଦିନ...
ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଂଚଳରେ ମଦମୃତ୍ୟୁ ଆଶଙ୍କା ସୀମା ଟପିଲାଣି ଚୋରା ମଦ କାରବାର ସାଲେପୁର: ସମଗ୍ର ନିଶ୍ଚିନ୍ତକୋଇଲି ଓ ସାଲେପୁର ବ୍ଲକ...
– ସିଇଓଙ୍କଠାରେ ଫେରାଦ ହେଲା ବିଜେପି ଭୁବନେଶ୍ୱର, 28 ନଭେମ୍ବର – ପଦ୍ମପୁର ଉପନିର୍ବାଚନ ଜିତିବା ଲାଳଶାରେର ଶାସକ ଦଳର ମନ୍ତ୍ରୀ, ବିଧାୟକ...
ଭୁବନେଶ୍ୱର, 28 ନଭେମ୍ବର – ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ସଠିକ ମୂଲ୍ୟରେ ଏବଂ ବ୍ୟବସ୍ଥିତ ଭାବେ...
ଭୁବନେଶ୍ୱର, 28 ନଭେମ୍ବର – ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ନେଇ ଦୃଢ଼ ଆଭିମୁଖ୍ୟ ଦେଖାଇଛନ୍ତି ସର୍ବୋଚ୍ଚ କୋର୍ଟ ।...
ଶିକ୍ଷକ ମାନଙ୍କ ସହ କଥାବାର୍ତା କାହିଁକି କରୁ ନାହାନ୍ତି ରାଜ୍ୟ ସରକାର – ନରସିଂହ ମିଶ୍ର ଶିକ୍ଷକ ଆନ୍ଦୋଳନ ବେଳେ ଗଣ ଶିକ୍ଷା...
ଭୁବନେଶ୍ଵର, ୨୮ ନଭେମ୍ବର – ରାଜ୍ୟର ୯ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରହିଛି ରାତ୍ରି ତାପମାତ୍ରା । ରାତ୍ରୀକାଳୀନ ତାପମାତ୍ରାରେ ହ୍ରାସ...
କଟକ/କେନ୍ଦ୍ରାପଡ଼ା, ୨୮ ନଭେମ୍ବର – କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣରେ ଗୁରୁତର ହୋଇ ଏସସିବିରେ ଚିକିତ୍ସାଧିନ ଥିବା ଆଉ ଜଣକର ଗତକାଲି...
NEW DELHI:ପୂର୍ବ ଦିଲ୍ଲୀର ପାଣ୍ଡବ ନାଗରରେ ଶ୍ରଦ୍ଧା ୱାକର ହତ୍ୟା ମାମଲା ଭଳି ଅନ୍ୟ ଏକ ଘଟଣା ଏବେ ନଜରକୁ ଆସିଛି ।...
ଚାଇନାରେ କରୋନା ସଂକ୍ରମଣ ସମ୍ବନ୍ଧରେ ଚାଲିଥିବା ଜିରୋ କୋଭିଡ ନୀତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପରିସ୍ଥିତି ଭୟାବହ ହୋଇଛି। ସାଂଘାଇରେ ବିରୋଧ ପ୍ରଦର୍ଶନ...
ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ୩ ଜଣ ବିଜେଡି ନେତାଙ୍କ ଘରେ କେନ୍ଦ୍ରୀୟ ଟିମ ପକ୍ଷରୁ ଚଢ଼ାଉ କରାଯାଉଥିବାର ଖବର ମିଳିଛି।...
କାଲି ଜମି ଦିଅ, ତାପର ଦିନ ପଦମପୁର ରେଳ ଲାଇନ କାମ ଆରମ୍ଭ ହେବ: ଅଶ୍ୱିନି ବୈଷ୍ଣବ ଫସଲ ବୀମା ରାଶିକୁ ଅଟକାଇଥିଲେ...