ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳିଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ଓଡ଼ିଆ ଖେଳାଳି କିଶୋର ଜେନାଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ଆଜି ହକି ଦଳର ଖେଳାଳି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଭେଟିଛନ୍ତି ଶିକ୍ଷାମନ୍ତ୍ରୀ । ଖେଳ କିପରି ଥିଲା , କେତେ ଗୋଲ କରିଛନ୍ତି କିପରି ପ୍ରସ୍ତୁତ ହୋଇଥିଲେ ସବୁ କଥା ପଚରି ବୁଝିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।