ଝାରସୁଗୁଡା 6 ଅଗଷ୍ଟ – ଓଡିଶା ମେଟାଲିକ କମ୍ପାନୀରେ ଗ୍ୟାସ ଲିକେଜ ଘଟଣା।1 ମୃତ 4 ରୁ ଅଧିକ ଗୁରୁତର।ସୁଚନାନୁସାରେଝାରସୁଗୁଡା ସ୍ଥିତ ଓଡିଶା ମେଟାଲିକ କମ୍ପାନୀରେ ଆଜି 2 ଟା ବେଳେ ହଠାତ କାରଖାନାରେ ଗ୍ୟାସ ଲିକ ହୋଇଥିଲା।ଗ୍ୟାସ ଲିକ କାରଣରୁ କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା।ସେମାନଙ୍କୁ ସଙ୍ଗେସଙ୍ଗେ ପାଖ ଘରୋଇ ମେଡିକାଲକୁ ନିଆଯାଇଥିଲା।କିନ୍ତୁ ସେଠାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା।