ଭୁବନେଶ୍ୱର : ଗତକାଲି ରାତିରେ ପଶ୍ଚିମ ଓଡିଶା ର ପ୍ରାଚୀନ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ମନ୍ଦିର ର ଦାନବାକ୍କରୁ କେହି ଦୁର୍ବୃତ୍ତ ଚୋରି କରିଥିବା ଖବର ମିଳିଛି । ମୁଖ ମନ୍ଦିର କବାଟ ଭାଙ୍ଗି ମୁଖ ବଡ଼ ଦାନବାକ୍ସରୁ ଟଙ୍କା ଚୋରୀ ହୋଇଛି । ତିନୋଟି ମୁଖାପିନ୍ଧା ଚୋର ଚୋରୀ କରିଥିବାରୁ ସିସି ଟିଭିରେ ଜଣା ପଡୁ ନ ଥିବା ଏକ ଖବର ସୂତ୍ରରୁ ଜଣାପଡିଛି । ପାଇକମାଳ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ।
Related Stories
October 22, 2024
October 10, 2024