ଜୋହନ୍ସବର୍ଗ : ଜିମ୍ବାୱେର ପୂର୍ବତନ କ୍ରିକେଟ ଖେଳାଳୀ ହିଥ ଷ୍ଟ୍ରିକଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 49 ବର୍ଷ ହୋଇଥିଲା । ସେ କ୍ୟାନସରରେ ପୀଡିତ ଥିଲେ ।
ମିଳିଥିବା ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ ।
ତାଙ୍କର ବିୟୋଗରେ ଅନେକ ଖେଳାଳୀ ଶୋକ ବ୍ୟକ୍ତ କରିଛନ୍ତି ।