
ଭଦ୍ରକ : – ଓରିଓନ ହେୋଟଲ ସମ୍ମୁଖରେ ଜିଲ୍ଲା ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ରଙ୍କ ନେତୃତ୍ବରେ ଶତାଧିକ କେଂଗ୍ରସ କର୍ମୀ ଓ ନେତୃମଣ୍ଡଳୀ ପୁଷ୍ପଗୁଚ୍ଛ ଦେଇ ସଭାପତିଙ୍କୁ ସମ୍ବଦ୍ଧର୍ନା ଦେଇଥିଲେ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରୁ ଆସିଥିବା ନେତୃମଣ୍ଡଳୀଙ୍କ ପକ୍ଷରୁ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ,ନାରୀ ନେତ୍ରୀ ତଥା ଆଇନଜୀବି ସ୍ୱସ୍ତିକା ପଣ୍ଡା ଜିଲ୍ଲା ଯୁବ କେଂଗ୍ରସ ଉପସଭାପତି ବଳରାମ ରାଉତ, ଭଦ୍ରକ ବିଧାନସଭା ସଭାପତି ଇଲିୟାସ ଅଲ୍ଲୀ ଖାନ୍ , ଜିଲ୍ଲା ଯୁବ କଂଗ୍ରେସ ନଗର ସାଧାରଣ ସମ୍ପାଦକ ସୁଶାନ୍ତ ଦାସ,ବତଡା ଗ୍ରାମପଞ୍ଚାୟତ ପୂବର୍ତନ ସରପଞ୍ଚ ଶଶିକାନ୍ତ ଦାସ ନେତା ଅଜୟ ଧଳ,ଯୁବେନତା ରଞ୍ଜିତ ଦାସ,କଳ୍ପତରୁ ପରିଡ଼ା , ଦିପୁନ ପଣ୍ଡା , ଶଶିକାନ୍ତ ମହାପାତ୍ର, ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପିସିସି ସଭାପତି ବୋଲଶ୍ୱର ଜିଲ୍ଲା ଅନ୍ତଗର୍ତ ଅଢ଼ା ଠୋର ଏକ କାର୍ଯ୍ୟକ୍ରମେର ଯୋଗେଦବାକୁ ଯିବୋବେଳ ଭଦ୍ରକ ଠୋର ଏହି ସମ୍ବଦ୍ଧର୍ନା ଦିଆଯାଇଥିଲା ।