ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାରେ ସାପ ବିଷ ରାକେଟ୍ ର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ୨୫ ନାଗ ସାପ ଉଦ୍ଧାର ହୋଇଛି ।
ମିଳିଥିବା ସୂଚନା ଅନୁସାରେ ବନବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଭାବରେ ବାଲିଆପାଳ ବ୍ଳକ ପଞ୍ଚୁପାଲି ରେ ଚଡାଉ କରାଯାଇଥିଲା । ବନ ବିଭାଗ ଜଣେ ମହିଳାଙ୍କ ସମେତ 2 ଜଣଙ୍କୁ ଗିରଫ କରା ଯାଇଥିବା ଜଣା ପଡିଛି ।