ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ୨୦୨୨ରେ ରୌପ୍ୟ ପଦକ ଜିତିଥିବା ମେନ୍ସ କକ୍ସଡ୍ ଏଇଟ୍ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହିତ ଦଳର ସମନ୍ୱୟ, ବଳ ଏବଂ ଦୃଢ଼ତାର ସହ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ସେମାନଙ୍କ ସମସ୍ତ ସଫଳତା କାମନା କରିଛନ୍ତି ।
ଏସୀୟ କ୍ରୀଡ଼ାରେ ରୋଇଂରେ ଏହା ଭାରତର ଦ୍ୱିତୀୟ ପଦକ ଥିଲା ।