ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ରେଟର ନୋଏଡାରେ ଉତ୍ତର ପ୍ରଦେଶର ପ୍ରଥମ ଅନ୍ତ୍ରରାଷ୍ଟ୍ରୀୟ ବ୍ୟାପାର ସୋ ର ଉଦ୍ଘାଟନ କରିବେ ।
ରାଷ୍ଟ୍ରପତି ଭବନ ଫକ୍ଷରୁ ବୁଧବାର ଦିନ ଗୋଟିଏ ବାର୍ତା ଜାରି କରି ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ପ୍ରଥମ ଅନ୍ତ୍ରରାଷ୍ଟ୍ରୀୟ ବ୍ୟାପାର ସୋ ର ଉଦ୍ଘାଟନ କରିବା ପାଇଁ ସେ ଆଜି ୨୧ ତାରିଖରେ ଗ୍ରେଟର ନୋଏଡାରେ ପହଞ୍ଚିବେ ।