ଭୁବନେଶ୍ୱର : ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତ୍ତିକୁ ବିଜେପି ବିଧାୟକ ମୋହନ ମାଝୀ କଡା ସମାଲୋଚନା କରିଛନ୍ତି ।
ଗୃହ ବାହାରେ ସାମ୍ବାଦିକ ମାନଙ୍କ କଥାବାର୍ତା ବେଳେ ସେ ହେଲିକେପ୍ଟର ବାବଦରେ ୪୦ କୋଟି ଖର୍ଚ୍ଚ ହେବା ହାସ୍ୟାସ୍ପଦ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ ମୋଟ ୪୦ କୋଟି ନୁହେଁ, ଗୋଟିଏ ମିଟିଂରେ ୪୦ କୋଟି ଖର୍ଚ୍ଚ ହୋଇଛି