ଲକ୍ଷ୍ନଉ : ଜଟାୟୁ କ୍ରୁଜ୍ ଜାହାଜର ୦୮ ସେପ୍େଟମ୍ବରରୁ ଅଯୋଧ୍ୟାରେ ପର୍ଯ୍ୟଟକଙ୍କ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜୟବୀର ସିଂଙ୍କ ଉପସ୍ଥିତିରେ ସରଜୁରେ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଜାଟାୟୁ କ୍ରୁଜ୍ର ହେବ ଜଳାବତରଣ ଏହି ସୂଚନା ବୁଧବାର ଦିନ ଅଯୋଧ୍ୟା କ୍ରୁଜ୍ ଲାଇଂସ ପ୍ରାଇଭେଟର ପରିଚାଳନା ନିର୍ଦ୍ଦେଶକ ରାହୁଲ ଶର୍ମା ଦ୍ୱାରା ପ୍ରଦାନ କରାଯାଇଛି ।
ରାହୁଲ ଶର୍ମା କହିଛନ୍ତି ଯେ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ଏହି କ୍ରୁଜରେ ୭୦ ରୁ ୧୦୦ ଯାତ୍ରୀ ଏକାଠି ଯାତ୍ରା କରିପାରିବେ । ଏହି କ୍ରୁଜ ଅଯୋଧ୍ୟାର ନୟାଘାଟରୁ ଗୁପ୍ତାରଘାଟ ପର୍ଯ୍ୟନ୍ତ ପ୍ରାୟ ୧୮ କିଲୋମିଟର ଯାତ୍ରା କରିବ । ଅଯୋଧ୍ୟା ପାଇଁ ଏହା ଏକ ସମ ଐାତିହାସିକ ମହୁର୍ତ ହେବ । ଏହି କ୍ରୁଜ୍ ସମ୍ପୂର୍ଣ୍ଣ ବାତାନୁପଯୋଗୀ ହେବ ।