ନୂଆଦିଲ୍ଲୀ : ବିହାରର ଜାତିଗତ ସର୍ଭେ ମାମଲା ଉପରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର 3 ତାରିଖରେ ହେବ । ସର୍ଭେ ସଂଖ୍ୟା ଜାରି ଉପରେ ଅନ୍ତରିଣ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । ଏହି ମାମଲାରେ ବିସ୍ତୃତ ଭାବେ ଶୁଣାଣିର ଆବଶ୍ୟକତା ରହିଥିବା କହିଛନ୍ତି ସୁପ୍ରିମକୋର୍ଟ ।