ଓଡିଶା ଗୋପାଳ ଦାସକୁ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଗଲା Daily Odisha August 9, 2023 ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଛି । ଗୋପାଳ ନାଁ ରେ ଆଜି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ଚାର୍ଜ ଫ୍ରେମ କରାଯିବ ବୋଲି ଜଣା ପଡିଛି । Continue Reading Previous: ୨୫ କେଜି ଓଜନ ର ଅଜଗର ସାପ ଉଦ୍ଧାରNext: ନବୀନ ଶାସନ ବିରୁଦ୍ଧରେ ଲୋୟର ପିଏମ୍ଜିରେ ପ୍ରାୟଶ୍ଚିତ ସପ୍ତାହ ଆରମ୍ଭ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଏପ୍ରିଲ-୧୫ ରେ ବ୍ଲକ ଓ ସହର ଏବଂ ଏପ୍ରିଲ-୨୧ରେ ଜିଲ୍ଲା ସଦର ମହକୁମାରେ ନାରୀ ନ୍ୟାୟ ପାଇଁ କଂଗ୍ରେସର ଆନ୍ଦୋଳନ – ଭକ୍ତ ଦାସ 1 min read Banner Latest Updates ଓଡିଶା ଏପ୍ରିଲ-୧୫ ରେ ବ୍ଲକ ଓ ସହର ଏବଂ ଏପ୍ରିଲ-୨୧ରେ ଜିଲ୍ଲା ସଦର ମହକୁମାରେ ନାରୀ ନ୍ୟାୟ ପାଇଁ କଂଗ୍ରେସର ଆନ୍ଦୋଳନ – ଭକ୍ତ ଦାସ April 3, 2025 ବିଧାନସଭାରେ ଦୀର୍ଘ ସମୟ ଆଲୋଚନା ପରେ ପାରିତ ହେଲା ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ -2024 1 min read Banner Latest Updates ଓଡିଶା ବିଧାନସଭାରେ ଦୀର୍ଘ ସମୟ ଆଲୋଚନା ପରେ ପାରିତ ହେଲା ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ -2024 April 3, 2025 ଆଜିଠାରୁ ଆସନ୍ତା ୬ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ଝଡ଼ ସାଙ୍ଗକୁ ବଜ୍ରପାତ ଓ ପବନ ନେଇ ଚେତାବନୀ 1 min read Banner Exclusive Latest Updates ଓଡିଶା ଆଜିଠାରୁ ଆସନ୍ତା ୬ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ଝଡ଼ ସାଙ୍ଗକୁ ବଜ୍ରପାତ ଓ ପବନ ନେଇ ଚେତାବନୀ April 3, 2025