ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 24 ଅଗଷ୍ଟ 2023ରେ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକାର ଏକାଡେମୀ ଅଫ୍ ସାଇନ୍ସର ସିଇଓ ତଥା ପ୍ରସିଦ୍ଧ ଜେନେଟିକ୍ଟ ଡକ୍ଟର ହିମଲା ସୋଡିୟାଲଙ୍କୁ ସାକ୍ଷାତ କରିଛନ୍ତି ।
ସେମାନେ ମାନବ ଜେନେଟିକ୍ ଲାଇନର ଡୋମେନ୍ ଏବଂ ରୋଗ ସ୍କ୍ରିନିଂରେ ଏହାର ପ୍ରୟୋଗ ଉପରେ ମତ ବିନିମୟ କରିଥିଲେ ।
ଜେନେଟିକ୍ସ କ୍ଷେତ୍ରରେ ଭାରତୀୟ ପ୍ରତିଷ୍ଠାନଗୁଡିକୁ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଡକ୍ଟର ସୋଡିୟାଲଙ୍କୁ ଆମନ୍ତ୍ରଣ କରିଥିଲେ ।