Latest Updates ଅପରାଧ ଘର ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ Daily Odisha February 26, 2024 ଗଞ୍ଜାମ, ୨୬ ଫେବୃଆରୀ – ଘର ଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପୋଲସରା ବଜାରସାହି ଛକ ନିକଟ ଏକ ଘରୁ ଏହି ମୃତଦେହ ଉଦ୍ଧାର ହୋଇଛି । କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି । Continue Reading Previous: ଗଛରେ ପିଟିଲା ବୋଲେରୋ: ୩ ମୃତ, ୩ ଗୁରୁତରNext: ଗତ ୨୪ ଘଂଟାରେ ରାଜ୍ୟର କେତେକ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା Leave a replyDefault Comments (0)Facebook Comments Your email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ସବୁ ନବୀନ ବାବୁଙ୍କ ଇସାରାରେ ହେଉଛି- ବାବୁ ସିଂହ 1 min read Latest Updates ସବୁ ନବୀନ ବାବୁଙ୍କ ଇସାରାରେ ହେଉଛି- ବାବୁ ସିଂହ April 8, 2025 ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ 1 min read Banner Latest Updates ଦେଶ ବିଦେଶ ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ April 8, 2025 ପଂଜାବର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କାଲିୟାଙ୍କ ଜଳନ୍ଧର ବାସଭବନ ଉପରେ ଗ୍ରେନେଡ୍ ମାଡ 1 min read Banner Exclusive Latest Updates ଦେଶ ବିଦେଶ ପଂଜାବର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କାଲିୟାଙ୍କ ଜଳନ୍ଧର ବାସଭବନ ଉପରେ ଗ୍ରେନେଡ୍ ମାଡ April 8, 2025