ଗଂଜାମ, ୧୦ ଅକ୍ଟୋବର – ବାପା ଓ ସାବତ ମାଆଙ୍କ ନିର୍ଯାତନା ଅସହ୍ଯ ହେବାରୁ କୁକୁଡାଖଣ୍ଡି ଗ୍ରାମରେ ଜଣେ କଲେଜ ଛାତ୍ରୀ ରାଣୀ ପ୍ରଧାନ ନିଜ ଦେହରେ ପେଟ୍ରୋଲ ଢାଳି ପୋଡି ହୋଇ ଆତ୍ମହତ୍ୟା କରିବା ଅଭିଯୋଗରେ ପିତା ଅଶୋକ ପ୍ରଧାନ ଓ ସାବତ ମା ଜ୍ୟୋସ୍ନାରାଣୀ ପ୍ରଧାନଙ୍କୁ ବ୍ରହ୍ମପୁର ସଦର ଥାନା ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି ।