ଭୁବନେଶ୍ୱର, 3 ଅକ୍ଟୋବର ଭୁବନେଶ୍ବର ଡସିପିଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପିନାକ ମିଶ୍ର । ଦାୟିତ୍ବ ଗ୍ରହଣ ପରେ ପିନାକ ମିଶ୍ର ପ୍ରତିକ୍ରିୟା ରଖି, ପୂଜା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ । ସୁରକ୍ଷା ଓ ନିରାପତ୍ତା ଉପରେ ଦୃଷ୍ଟି ରହିବ । ସେ କହିଛନ୍ତି ଯେ, ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ମୋର ଲକ୍ଷ୍ୟ ।