ଟୋକିଓ, 29 ଜୁଲାଇ – ଭାରତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର
ଜାପାନ ରାଜଧାନୀ ଟୋକିଓରେ ସୋମବାର ଦିନ ଚାରି ଦେଶର ଗୋଷ୍ଠୀ କ୍ୱାଡର ବୈଦେଶିକମନ୍ତ୍ରୀର ବୈଠକକୁ
ସମ୍ବୋଧିତ କରିଛନ୍ତି । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଭିଡିଓ ସେୟାର କରିଛନ୍ତି । ଏହାପୂର୍ବରୁ
ସେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନୀ ବୋଂଗଙ୍କ ସହିତ ସାକ୍ଷାତ କରିଛନ୍ତି । ଦୁଇ ନେତା
ସୁରକ୍ଷା, ବ୍ୟାପାର ଓ ଶିକ୍ଷା ସହିତ
ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ କରିବା ଓ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ବ୍ୟବହାରିକ ସହଯୋଗକୁ ସୁଦୃଢ କରିବା ଉପରେ ଆଲୋଚନା କରିଛନ୍ତି ।
Related Stories
December 7, 2024