ନୂଆଦିଲ୍ଲୀ, 20 ଅକ୍ଟୋବର (ହି.ସ.) ଦିଲ୍ଲୀ ଅବକାରୀ ଘୋଟାଲାରେ ଅର୍ଥ ହେରଫେର୍ ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଶୁକ୍ରବାର ହାଜର ହୋଇଥିଲେ ମନୀଷ ସିସୋଦିଆ । ସ୍ପେଶାଲ ଜଜ ଏମକେ ନାଗପାଲ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୧କୁ ଦିନ ଧାର୍ଯ୍ୟ କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଜରୁରୀ ଦସ୍ତାବିଜ ଦାଖଲ ପାଇଁ କୋର୍ଟ ସେପ୍ଟେମ୍ବର ୨୨ରେ ନିର୍ଦ୍ଦେଶ ଦେଇଥିଲେ । ଫେବୃୟାରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।
Related Stories
December 7, 2024