ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ର କୁଟାସିଂହ।ଗ୍ରା.ପ. ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ରେ ଅବସ୍ଥିତ ମା ମ।ହେ ପୀଠ,ଯାହାକି ୧୩୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ । ପୀଠ ସ୍ଥାପନା ହୋଇଛି,ଯାହାକି ବିଶ୍ୱାସ,ପରମପର ଓ ସଂସ୍କୃତି ର ପ୍ରତୀକ। ଅଞ୍ଚଳରେ ହଇଜା ରୋଗରେ ପୀଡିତ ଲୋକଙ୍କ ଅକାଳ ମୃତ୍ୟୁ ହେଉଥିଲା, ସେହି ସମୟର ତତ୍କାଳୀନ ମହାରାଣୀ ଙ୍କୁ ମାତା ଙ୍କ ସପ୍ନା ଆଦେଶ କ୍ରମେ ଏହି ସ୍ଥାନ ମାତା ମାହେଶ୍ୱରୀଙ୍କ ପୀଠ ସ୍ଥାପନ କରାଯାଇଥିଲା। ମାଙ୍କ ଆଶୀର୍ବାଦରେ ଅଞ୍ଚଳର ଲୋକମାନେ ହଇଜା ରୋଗର ଆରୋଗ୍ୟ ଲାଭ କଲେ, ସେହି ଦିନ ଠାରୁ ଡୁଙ୍ଗୁରିପାଲି ର ମା ମାହେଶ୍ୱରୀ ଦେବୀଙ୍କ ଖ୍ୟ।ତି ବଢ଼ିବାରେ ଲାଗିଲା , ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୫ ପିଢ଼ି ଧରି , ଭାଗିରଥି ଛନ୍ଦ, ଯୁଗେଶ୍ୱର ଛନ୍ଦ , ଉଜଳ ଛନ୍ଦ, ପୁରାଣ ମହାକୁର, ଶମ୍ଭୁ ମହାକୁର, ନିରନ୍ତର ଭାବେ ମାଆଙ୍କ ନିଷ୍ଟ। ଭାବରେ ପୂଜାକରି ଆସୁଛନ୍ତି,ଏହି ପୀଠର ବିଶେଷତ୍ଵ ହେଲା , ଦୀର୍ଘ ଦିନ ଧରି ନିସନ୍ତାନ ଙ୍କୁ ମା ଙ୍କ ଆଶୀର୍ବାଦ ରୁଁ ସନ୍ତାନ ପ୍ରାପ୍ତି ହୋଇଥାଏ l ତେଣୁକରି ଏହି ଦଶହାର ମାସର ନବମୀ ଓ ପୂର୍ଣ୍ଣମୀ ତିଥିରେ ରେ ତଥା ପ୍ରତେହ ପୂର୍ଣ୍ଣମୀ ତିଥିରେ ପୂଜାପାଠ କରାଯାଏ l ଖଣ୍ଡା ଲେଉଟା ଦିନରୁ ଅଖଣ୍ଡ ଦୀପ ଲାଗି ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ଭକ୍ତ ମାନେ ନିଜ୍ୱାଲା ଉପବାସ ରହି ପ୍ରତେହ ଦିନ ସକାଳୁ ଓ ସନ୍ଧ୍ୟାରେ ମାଙ୍କୁ ପୂଜା କରିଥାନ୍ତି lଏହି ତିଥିରେ ଶହ ଶହ ଶ୍ରଦ୍ଧାଳୁ ତଥା ମାନସିକଧାରି ଙ୍କ ସମାଗମ ହୋଇଥାଏ,ସର୍ବ ପୁରାତନ ଡାଲଖାଇ ଗୀତ ମଧ୍ୟ ବ।ଜ। ର ତାଳେ ତାଳେ ନାଚିଥାନ୍ତି,ଏହି ନାଚ କୁ ଦେଖିବା ପାଇ ଅଞ୍ଚଳରେ ଭିଦର ସୁଅ ଛୁଟିଥ।ଏ।ବର୍ତ୍ତମାନ ଏହି ପୀଠରେ ସମ୍ଭୁ ମହକୁର ପୂଜା କରିଆସୁଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଡୁମାଲ୍ ସମ୍ପ୍ରଦାୟର ସମସ୍ତେ ଏହି ପୂଜା କରି ନବ।ର୍ଣ୍ଣ ଭକ୍ଷଣ କରିଥାଆନ୍ତି।