ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ସାମ୍ନାରେ ଅସନ୍ତୁଷ୍ଟ ଗ୍ରାହକ ମାନେ ଟଙ୍କା ଉଡ଼ାଇଥିବା ଦେଖିବାକୁ ମିଳିଛି ।
ଅସନ୍ତୁଷ୍ଟ ଗ୍ରାହକ ମାନେ ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍ ଉଡାଇଛନ୍ତି । ସେମାନେ ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ କରିଛନନ୍ତି । ତେଣୁ ଏହାର ପ୍ରତିବାଦରେ ସେମାନେ ଏହି ନୋଟ ଗୁଡ଼ିକୁ ଉଡାଇଥିବା ଦେଖିବାକୁ ମିଳିଛି ।