
FILE - In this photo released by Colombia's Armed Forces Press Office, a soldier stands in front of the wreckage of a Cessna C206, May 18, 2023, that crashed in the jungle of Solano in the Caqueta state of Colombia. The discovery of footprints on May 30 of a small foot rekindled the hope of finding the children alive after their plane crashed on May 1. Soldiers found the wreckage and the bodies of three adults, including the pilot and the children's mother. (Colombia's Armed Forces Press Office via AP, File)
ବ୍ରିଟିଶ କଲମ୍ବିଆ : କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 3ଜଣଙ୍କର ମୃତ୍ୟୁ ହୋଇଛି । ଚିଲିବୈକ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଗଣମାଧ୍ୟମ ସୂଚନା ମୁତାବକ, ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ (ପାଇପର ପିଏ-34) ସ୍ଥାନୀୟ ବିମାନବନ୍ଦର ନିକଟରେ ବୁଦା ଭିତରକୁ ଖସିପଡିଥିଲା। ଚିଲିବୈକ ସହର ବୈଙ୍କୁଭର ଠାରୁ ପ୍ରାୟ ଶହେ କିଲୋମିଟର ପୂର୍ବରେ ଅବସ୍ଥିତ । ଦୁର୍ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣେ ପାଇଲଟ ସମେତ ବିମାନରେ ଥିବା ସମସ୍ତ 3ଜଣଙ୍କର ମୃତ୍ୟୁ ହୋଇଛି ।