ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦୟାନିଧି ପଂଚାୟତ କାର୍ଯ୍ୟାଳୟ ଓ ସେବାସମବାୟ ସମିତି କାର୍ଯ୍ୟାଳୟରେ ଗତକାଲି ରାତିରେ ଗ୍ରିଲ ଓ କବାଟ ଭାଙ୍ଗି ଚୋର ମାନେ ଲାପଟପ ଓ ତିନୋଟି ପଙ୍ଖା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ସେହିପରି ଆଡପଡା ନିକଟସ୍ଥ ଶ୍ମଶାନେଶ୍ଵର ମନ୍ଦିର ହୁଣ୍ଡି ଭାଙ୍ଗି ଟନ୍କା ଲୁଟି ନେଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି ।