ରାଉରକେଲା : ରାଉରକେଲା ସହକାରୀ ଜିଲ୍ଲାପାଳ ସ୍ଵର୍ଗତ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନାର ମହିଳା ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ନ୍ୟାୟ ଓ ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲା ଆଦିବାସୀ ମଂଚ ।
ପ୍ରକାଶ ଥାଉକି, ଏହି ପରିପ୍ରେକ୍ଷୀରେ ଗତକାଲି ବିଜେପି ପକ୍ଷରୁ ୧୨ ଘଂଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା ।