ଆଞ୍ଚଳିକ ଭୀମସାରରେ ଡାକ୍ତରୀ ଛାତ୍ର-ସିକ୍ୟୁରିଟି ଗାର୍ଡ ପିଟାପିଟି Daily Odisha October 5, 2023 ଭୁବନେଶ୍ୱର : ପୁଣି ଅଶାନ୍ତ ବୁର୍ଲା ଭୀମସାର । ଭିମସାରରେ ଡାକ୍ତରୀ ଛାତ୍ର ଓ ଭିମସାରର ଘରୋଇ ସୁରକ୍ଷା କର୍ମୀ ମଧ୍ୟରେ ମାରପିଟ ହୋଇଛି । ଏହି ଗଣ୍ଡଗୋଳରେ ଜଣେ ଡାକ୍ତରୀ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Continue Reading Previous: ଆଜି ସୁନ୍ଦରଗଡ ବନ୍ଦNext: ଅଜଣା ଗାଡି ଧକ୍କାରେ ଆରଟିଓ ଡ୍ରାଇଭର ମୃତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆଜି ଠାରୁ Banner Featured ଆଞ୍ଚଳିକ ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆଜି ଠାରୁ April 3, 2025 କୋଳରେ ବସାଇ ଖଡି ଛୁଆଁଇଲେ ବିଧାୟକ Featured ଆଞ୍ଚଳିକ ରାଜନୀତି କୋଳରେ ବସାଇ ଖଡି ଛୁଆଁଇଲେ ବିଧାୟକ April 2, 2025 ସମ୍ବଲପୁରୀ- କୋଶଳୀ ଭାଷା କୁ ମିଳୁ ଦ୍ଵିତୀୟ ରାଜ୍ୟ ଭାଷା ର ମାନ୍ୟତା – ପ୍ରସନ୍ନ ଆଚାର୍ଯ୍ୟ 1 min read Featured Latest Updates ଆଞ୍ଚଳିକ ରାଜନୀତି ସମ୍ବଲପୁରୀ- କୋଶଳୀ ଭାଷା କୁ ମିଳୁ ଦ୍ଵିତୀୟ ରାଜ୍ୟ ଭାଷା ର ମାନ୍ୟତା – ପ୍ରସନ୍ନ ଆଚାର୍ଯ୍ୟ April 2, 2025