ଭୁବନେଶ୍ୱର : ବିଜେ଼ଡି ବିଧାୟକ ଦୀପାଲୀ ଦାସ ଏନଏଚ ୫୫ ପ୍ରସଙ୍ଗ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି, ରାଷ୍ଟ୍ରୀୟ ରାଜମାର୍ଗ ୫୫ ଅବସ୍ଥା ଅତ୍ୟନ୍ତ ସଙ୍ଗୀନ । ୪୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ସଂସଦରେ ବିଜେଡି ଏ ପ୍ରସଙ୍ଗ ଉଠାଇ ଥିଲେ ବି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି ।