
ନୂଆଦିଲ୍ଲୀ, 02 ସେପ୍ଟେମ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ଏଲ୍କେଏମ୍ରେ ଚେସ ଗ୍ରାଣ୍ଡମାଷ୍ଟର ପ୍ରଗନ୍ନାନନ୍ଦ ଏବଂ ତାଙ୍କ ପରିବାରଙ୍କୁ ଭେଟିଥିଲେ ।
ପ୍ରଗନ୍ନାନନ୍ଦଙ୍କ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି;
“ଆଜି ୭ ଏଲ୍କେଏମ୍ରେ ବହୁତ ସ୍ୱତନ୍ତ୍ର ପରିଦର୍ଶକ ଆସିଥିଲେ ।
ଅକ୍ସକ୍ଟ୍ରକ୍ସବଶମଷରଗ୍ଦଗ୍ଦ ତୁମ ପରିବାର ସହିତ ତୁମକୁ ଭେଟି ବହୁତ ଖୁସି ।
ତୁମେ ଉତ୍ସାହ ଏବଂ ଦୃଢ଼ତାକୁ ବ୍ୟକ୍ତ କର । ତୁମର ଉଦାହରଣ ଏହା ଦର୍ଶାଏ ଯେ , କିପରି ଭାରତର ଯୁବକମାନେ ଯେକୌଣସି କ୍ଷେତ୍ରରେ ବିଜୟ ପ୍ରାପ୍ତ କରିପାରିବେ । ତୁମ ପାଇଁ ଗର୍ବିତ!”,