ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି । ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ କ ଅଧିରାଜ ପାଣିଗ୍ରାହୀ ।
ସେ କହିଛନ୍ତି ଯେ ୫ ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛୁ। ଅକ୍ଟୋବର ଶେଷ ସୁଦ୍ଧା ସେ ଓଡ଼ିଶା ଆସି ପାରନ୍ତି । ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆସିବେ ବୋଲି ସେ କହିଛନ୍ତି ।