ଅପରାଧ ଓଡିଶା ରାୟଗଡ଼ା ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ : ୪ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ଉ Daily Odisha August 24, 2023 ରାୟଗଡ଼ା ଛ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ରାୟଗଡ଼ା ଡିଏଫଓ ବିଜୟ ପରିଡାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ରାୟଗଡ଼ା, ଭୁବନେଶ୍ଵର ସମେତ ୪ ଜିଲ୍ଲାର ମୋଟ୍ ୭ଟି ସ୍ଥାନରେ ଏକକାଳୀନ ଏହି ଚଢ଼ଉ କରାଯାଇଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ । Continue Reading Previous: ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ସହ ଖେଳୁଛନ୍ତି – କଂଗ୍ରେସNext: ଜୟନ୍ତୀରେ ସଂଯୁକ୍ତା ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ Related Stories ଏପ୍ରିଲ-୧୫ ରେ ବ୍ଲକ ଓ ସହର ଏବଂ ଏପ୍ରିଲ-୨୧ରେ ଜିଲ୍ଲା ସଦର ମହକୁମାରେ ନାରୀ ନ୍ୟାୟ ପାଇଁ କଂଗ୍ରେସର ଆନ୍ଦୋଳନ – ଭକ୍ତ ଦାସ 1 min read Banner Latest Updates ଓଡିଶା ଏପ୍ରିଲ-୧୫ ରେ ବ୍ଲକ ଓ ସହର ଏବଂ ଏପ୍ରିଲ-୨୧ରେ ଜିଲ୍ଲା ସଦର ମହକୁମାରେ ନାରୀ ନ୍ୟାୟ ପାଇଁ କଂଗ୍ରେସର ଆନ୍ଦୋଳନ – ଭକ୍ତ ଦାସ April 3, 2025 ବିଧାନସଭାରେ ଦୀର୍ଘ ସମୟ ଆଲୋଚନା ପରେ ପାରିତ ହେଲା ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ -2024 1 min read Banner Latest Updates ଓଡିଶା ବିଧାନସଭାରେ ଦୀର୍ଘ ସମୟ ଆଲୋଚନା ପରେ ପାରିତ ହେଲା ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ -2024 April 3, 2025 ଆଜିଠାରୁ ଆସନ୍ତା ୬ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ଝଡ଼ ସାଙ୍ଗକୁ ବଜ୍ରପାତ ଓ ପବନ ନେଇ ଚେତାବନୀ 1 min read Banner Exclusive Latest Updates ଓଡିଶା ଆଜିଠାରୁ ଆସନ୍ତା ୬ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ଝଡ଼ ସାଙ୍ଗକୁ ବଜ୍ରପାତ ଓ ପବନ ନେଇ ଚେତାବନୀ April 3, 2025