ଜୟପୁର : ଅନ୍ତଜାର୍ତିୟ ମିଲେଟ ଦିବସ ଉପଲକ୍ଷେ ଏକ ପ୍ରତିଯୋଗତା ଅନୁଷ୍ଠିତ ହୋଇଛି । ଜୟପୁର ସ୍ଥିତ ମୁଖ୍ୟ ଜିଲା କୃଷି ଅଧିକାରିଙ୍କ କାଯ୍ୟାଳୟର ଜିଲା ସ୍ତରୀୟ ଖାଦ୍ୟ ଶସ୍ୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଠାରେ ୫ଟି ଗ୍ରୁଫ ଓ ୫ଟି ବ୍ୟକ୍ତିଗତ ଭାବେ ପ୍ରତିଯୋଗିତାରେ ସାମିଲ ହୋଇ ଥିଲେ । ଏଠାରେ ମୁଖ ଅତିଥି ଭାବେ ମୁଖ୍ୟ ଜିଲା କୃଷି ଅଧିକାରି ବୈକୁଣ୍ଠ ନାଥ ବେହେରା ଉପସ୍ଥିତ ଥିବା ବେଳେ ସ୍ମିମ ଅଫିସର ତାପସ ଚନ୍ଦ୍ର ରୟ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ମାଁ ଡଙ୍ଗର ଦେଇ ଏସଏସଜି ଗ୍ରୁଫ ପ୍ରଥମ ସ୍ଥାନ ଅଧୁକାର କରିଥିବା ବେଳେ ଅଙ୍ଗନବାଡୀ କର୍ମି ରୀନା ଦାଶ ଦ୍ୱାତିୟ ସ୍ଥାନ ଜୟପୁର ମହିଳା ମହାବିଦ୍ୟାଳୟର ଚିଙ୍କି ସୁନା ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାଯାଇଛି ।