
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାନ ବୀରାଙ୍ଗନା ଦେବୀ ଅହଲ୍ୟାବାଇ ହୋଲକରଙ୍କୁ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି, ଦେବାଧିଦେବ ମହାଦେବଙ୍କ ପରମ ଭକ୍ତ, ଆଦର୍ଶ ପ୍ରଶାସକ, ମହାନ ବୀରାଙ୍ଗନା ଦେବୀ ଅହଲ୍ୟାବାଇ ହୋଲକରଙ୍କୁ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ବିନମ୍ର ଶ୍ରଦ୍ଧାଞ୍ଜଳି । ନାରୀ ସଶକ୍ତିକରଣ, ସୁଶାସନ ଓ ଧାର୍ମିକ ସାମାଜିକ ବିକାଶରେ ନିଜର ବିଶେଷ ଯୋଗଦାନ ପାଇଁ ସବୁବେଳେ ସେ ସ୍ମରଣୀୟ ରହିବେ ।